ସମୀପ ମୁହୂର୍ତ୍ତ ଯାକ ସ୍ମୃତିଟି ହୁଏ ସ୍ମାରକ ସମୀପ ମୁହୂର୍ତ୍ତ ଯାକ ସ୍ମୃତିଟି ହୁଏ ସ୍ମାରକ
ଜୀବନ ବୀଣାରେ ଯୌବନ ଧ୍ୱନିରେ ମେଣ୍ଟିଯାଉ ଅବଶୋଷ । ଜୀବନ ବୀଣାରେ ଯୌବନ ଧ୍ୱନିରେ ମେଣ୍ଟିଯାଉ ଅବଶୋଷ ।
ପାଇ ତୁମ ପ୍ରୀତି ମଧୁ ପରଶ ମୋ ଅଗଣା ମହକିଲା ସବୁଦିନ ହୋଇ ରଙ୍ଗର ଫଗୁଣ ପାଇ ତୁମ ପ୍ରୀତି ମଧୁ ପରଶ ମୋ ଅଗଣା ମହକିଲା ସବୁଦିନ ହୋଇ ରଙ୍ଗର ଫଗୁଣ
ପ୍ରେମର ମାନେ ପ୍ରେମର ମାନେ
ମଧୁର ମଧୁର ଶୀତଳ ଚାନ୍ଦିନୀ ତୁମରି ସ୍ପର୍ଶର ଯାଦୁ ସବୁଠୁ ମଧୁର ଲାଗେ ମୋତେ ସଖୀ ତୁମରି ଓଠର ମଧୁ ମଧୁର ମଧୁର ଶୀତଳ ଚାନ୍ଦିନୀ ତୁମରି ସ୍ପର୍ଶର ଯାଦୁ ସବୁଠୁ ମଧୁର ଲାଗେ ମୋତେ ସଖୀ ତୁମ...
ସ୍ୱପ୍ନର ଅଙ୍କୁରୋଦଗମ ସ୍ୱପ୍ନର ଅଙ୍କୁରୋଦଗମ